ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର ଙ୍କ ନୂତନ ନିୟମାବଳୀ ଅନଲକ ୬.୦



ଓଡ଼ିଶାର ସ୍ବତନ୍ତ୍ର ରିଲିଫ କମିଶନର ଙ୍କ ନୂତନ ନିୟମାବଳୀ (ଅନଲକ ୬.୦) ଅନୁସାରେ 

୧.  ଓଡ଼ିଶାର ସମସ୍ତ ବିଦ୍ୟାନୁଷ୍ଠାନ ନଭେମ୍ବର ୩୦ ଯାଏ ବନ୍ଦ ରହିବ ।

ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ କେତେକ ଅଫିସର୍ ମାନଙ୍କ ସହ ଆଲୋଚନା କରି ନଭେମ୍ବର ୧୫ ପରେ ୯ ରୁ ୧୨ ପର୍ଯ୍ୟନ୍ତ ଖୋଲିବା ପାଇଁ ସରକାର ପଦକ୍ଷେପ ନେବେ ।

୨. ଅନଲାଇନରେ ଯେଉଁଭଳି ପାଠ ପଢା ଚାଲିଛି ସେଇଭଳି ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୩. ସମସ୍ତ କୌଶଳ ଓ ପେଶାଦାର ବିଭାଗର ଶିକ୍ଷା ଜାରି ରହିବ ।

Post a Comment

0 Comments