କାଲିଠୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା

Rain in odisha

କାଲିଠୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା

Cyclone image

 ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଆସନ୍ତା କାଲି ଠାରୁ ଓଡ଼ିଶାର ଦକ୍ଷିଣ ଭାଗରେ ଥିବା କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି । ସେଗୁଡି ହେଲା ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାକୁ  ୱାର୍ଣ୍ଣିଁ  ଦିଆ ଯାଇଛି । ଏହି ଜିଲ୍ଲାର କଲେକ୍ଟର ମାନଙ୍କୁ ସଜାଗ ରହିବା ପାଇଁ ସୂଚନା ଦିଆଯାଇଛି ।


Post a Comment

0 Comments