ଶ୍ରୀ ପ୍ରଦୀପ ମହାରଥୀ ଆଉ ଆମ ଗହଣରେ ନାହାନ୍ତି । ସେ ବିଜୁ ଜନତା ଦଳ ର ଜଣେ ବରିଷ୍ଠ ରାଜନେତା ଏବଂ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ଥିଲେ। ସେ ଜଣେ ଭଲ ରାଜନେତା ହେବା ସହ ଜଣେ ସମାଜସେବୀ ମଧ୍ୟ ଥିଲେ ।
ଆଉ ଶୁଭିବନି ତାଙ୍କ କଥା-
"ଶହେ ଘୋଡା କୁ ଶହେ ହାତୀ,ଏକା ଲଢ଼ିବ ମହାରଥୀ"
ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା।
0 Comments