ଓଡ଼ିଶାରେ ମେ ୨୫ ସୁଧା କରନାର ସ୍ଥିତି - COVID-19 status in Odisha on 25 May 2020
ଆଜି ଓଡ଼ିଶାରେ ୧୦୩ ପଜିଟିଭ ଚିହ୍ନଟ ହୋଇଥିଲା ସେଥି ମଧ୍ୟରୁ ଗଞ୍ଜାମ-୪, ବାଲେଶ୍ୱର-୫, ଭଦ୍ରକ-୮, ଖୋର୍ଦ୍ଧା-୫, କେନ୍ଦ୍ରାପଡା-୧୫, ଜଗତସିଂହପୁର-୧୦, ଦେବଗଡ-୨୨, ବଲାଙ୍ଗିର-୮, ମାଲକାନଗିରି-୯, ଗଜପତି-୬, କୋରାପୁଟ-୬ ଓ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କନ୍ଧମାଳ, ଢେଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।