ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଜି ସରକାରଙ୍କ ପକ୍ଷରୁ ପ୍ରେସ ମିଟରେ କେତୋଟି ଗୁରୁତ୍ୱ ପୂର୍ଣ୍ଣ କଥା କହିଥିଲେ-


ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଜି ସରକାରଙ୍କ ପକ୍ଷରୁ ପ୍ରେସ ମିଟରେ କେତୋଟି ଗୁରୁତ୍ୱ ପୂର୍ଣ୍ଣ କଥା କହିଥିଲେ-
୧- ଓଡ଼ିଶାରେ କରନା ପୋଜିଟିଭ୍ ସଂଖ୍ୟା ବଢ଼ି ଥିଲେ ବି ନିୟନ୍ତ୍ରଣାଧୀନ
୨- କଲିଠୁ ବିମାନ ସେବା ଆରମ୍ଭ ହେବ
୩- ସମସ୍ତ ବେସରକାରୀ ଓ ସରକାରୀ ଗାଡି ଚାଲିବ, ଯଥା-ବସ୍, ୨ ଚକିଆ (୨ ଜଣ),୪ ଚକିଆ(୧+୨ ଜଣ) ଓ ୩ ଚକିଆ(୧+୨ ଜଣ)
‌୪- କୁଆରେନ୍ ଟାଇନ ର ଅବଥି ଦିନ ବଦଳରେ ଦିନକୁ ଧାର୍ଯ୍ୟ
୫- କରନାର କୌଣସି ଲକ୍ଷଣ ନଥିଲେ ଘରେ (ହୋମ୍ କୁଆରେନ୍ ଟାଇନ) ରହିପାରିବେ ୭ ଦିନ