ଅମ୍ପାନ୍ ଘୂର୍ଣିବାତ୍ୟା- Ampan Cyclone

ଅମ୍ପାନ୍ ଘୂର୍ଣିବାତ୍ୟା- Ampan Cyclone
ଅମ୍ପାନ୍ ଘୂର୍ଣିବାତ୍ୟା- Ampan Cyclone
ଅମ୍ପାନ୍ ଘୂର୍ଣିବାତ୍ୟାବ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ବାତ୍ୟା ବିଷୟରେ ଓଡ଼ିଶାର ୧୨ ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଥିଲେ ଓ ସେମାନଙ୍କୁ ସଜାଗ ରହିବାକୁ କହିଥିଲେ। ଅମ୍ପାନ୍ ବାତ୍ୟା ମେ ୨୦ ଯାଏ ପ୍ରଭାବ ପକାଇ ପାରେ। ବାତ୍ୟା ସ୍ଥଳ ଭାଗ ଛୁଇଲା ପରେ ପ୍ରବଳ ରୂପ ଧାରଣ କରି ପ୍ରବଳ ପବନ ସହ ପ୍ରଚୁର ବର୍ଷା ହେବାର ସମ୍ଭାବନା ରହିଛି।